Impact Of Titli : Cuttack ତିଗିରିଆ ବ୍ଲକ ହାଟମାଳ ଗାଁ ରେ ଧସିଲା ପାହାଡ | KHABAR FATAFAT

1121 7 0

Description

କଟକ ତିଗିରିଆ ବ୍ଲକ ହାଟମାଳ ଗାଁ ରେ ଧସିଲା ପାହାଡ . ପ୍ରବଳ ବର୍ଷାରେ ଧୋଇଗଲା ଗଂଜାମ କଳିଙ୍ଗଦଳା ଆନିକଟ ଉପରେ ଥିବା ସେତୁ , ୧୫ ଗାଁ କୁ ଯୋଗାଯୋଗ ବିଛିନ୍ନ . ପ୍ରବଳ ବର୍ଷାରେ ଉବୁଟୁବୁ କଟକ ସହର , ତଳିଆ ଅଂଚଳରେ ପଶିଲା ପାଣି . ବାତ୍ୟା ପ୍ରଭାବରେ ରାଜଧାନୀରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ . ବାତ୍ୟା ପରେ ବଢ଼ିଲା ବଭିନ୍ନ ନଦୀର ଜଳସ୍ତର , ପାରଳାଖେମୁଣ୍ଡି ଓ ଗଜପତିରେ ବନ୍ୟା ପରିସ୍ଥିତି . ବାତ୍ୟା " Titli " ପ୍ରଭାବରେ ସଂଗୀନ ହେଲା ସ୍ଥିତି , ଖୋର୍ଦ୍ଧାରେ ଘରେ ପଶିଲା ପାଣି . ବାତ୍ୟା ପ୍ରଭାବରେ ଗତକାଲିଠୁ ଲଗାତାର ବର୍ଷା ଲାଗି ରହିଛି . ଫଳରେ ରାଜ୍ୟର କିଛି ସ୍ଥାନରେ ପ୍ରାକୃତିକ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି

Source: Youtube.com

Comments