NEWS ROOM DEBATE | ‘ତିତ୍‌ଲି’ ପ୍ରକୋପ | 11 Oct 2018 | News18 Odia

121790 458 61

Description

ବାତ୍ୟା ପରେ ବଢ଼ିଲା ବଭିନ୍ନ ନଦୀର ଜଳସ୍ତର , ପାରଳାଖେମୁଣ୍ଡି ଓ ଗଜପତିରେ ବନ୍ୟା ପରିସ୍ଥିତି . ବାତ୍ୟା " Titli " ପ୍ରଭାବରେ ସଂଗୀନ ହେଲା ସ୍ଥିତି , ଖୋର୍ଦ୍ଧାରେ ଘରେ ପଶିଲା ପାଣି . ବାତ୍ୟା ପ୍ରଭାବରେ ଗତକାଲିଠୁ ଲଗାତାର ବର୍ଷା ଲାଗି ରହିଛି . ଫଳରେ ରାଜ୍ୟର କିଛି ସ୍ଥାନରେ ପ୍ରାକୃତିକ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି

Source: Youtube.com

Comments